ପ୍ଲାଷ୍ଟିକ ପିନ୍ଧି ପରିବେଶ ସଚେତନତାର ବାର୍ତ୍ତା ଦେଲେ ବାପି, କଳିଙ୍ଗ ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ

ପ୍ଲାଷ୍ଟିକ ପିନ୍ଧି ପରିବେଶ ସଚେତନତାର ବାର୍ତ୍ତା ଦେଲେ ବାପି, କଳିଙ୍ଗ ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ

କିଛି ବର୍ଷ ହେଲା ପାରାଦୀପ ସମୁଦ୍ରତଟ ଓ ନଦୀ ମୁହାଣରେ ଅନବରତ ଭାବେ ସଫେଇ କାର୍ଯ୍ୟ କରି ଆସୁଛନ୍ତି ବାପି। ବର୍ତ୍ତମାନ ସେ ସ୍କୁଲ୍‌ଗୁଡ଼ିକୁ ଯାଇ ଛାତ୍ରଛାତ୍ରୀଙ୍କୁ ପ୍ଲାଷ୍ଟିକର ବିପଦ ବିଷୟରେ ସଚେତନ କରୁଛନ୍ତି।


User: ETVBHARAT

Views: 5

Uploaded: 2025-11-08

Duration: 02:11