ଗାଁ ଶ୍ମଶାନକୁ ନୂଆ ରୂପ ଦେଲେ ଯବାନ ପୁଅ, ବାପାଙ୍କ ମୃତ୍ୟୁ ପରେ ନେଇଥିଲେ ବଜ୍ର ଶପଥ

ଗାଁ ଶ୍ମଶାନକୁ ନୂଆ ରୂପ ଦେଲେ ଯବାନ ପୁଅ, ବାପାଙ୍କ ମୃତ୍ୟୁ ପରେ ନେଇଥିଲେ ବଜ୍ର ଶପଥ

ମୃତ୍ୟୁ ପରେ ବି ମିଳିବ ସମ୍ମାନ । ବାପାଙ୍କ ସ୍ମୃତିରେ ନୀଳଗିରି ବ୍ଲକ ବେଗୁନିଆ ଗାଁର ଯବାନ ଆଶିଷ କର ନିଜ ଖର୍ଚ୍ଚରେ ଗାଁ ଶ୍ମଶାନର କଲେ ଉନ୍ନତିକରଣ ।


User: ETVBHARAT

Views: 10

Uploaded: 2025-11-09

Duration: 02:23