ନୂଆପଡା ଉପନିର୍ବାଚନ; ପ୍ରଚାର ଶେଷ ଦିନରେ ଜୋର ଧରିଲା 'ବେଇମାନ ପଲିଟିକ୍ସ', ନବୀନଙ୍କୁ ଘେରିଲେ ମନମୋହନ

ନୂଆପଡା ଉପନିର୍ବାଚନ; ପ୍ରଚାର ଶେଷ ଦିନରେ ଜୋର ଧରିଲା 'ବେଇମାନ ପଲିଟିକ୍ସ', ନବୀନଙ୍କୁ ଘେରିଲେ ମନମୋହନ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଲେ 'ବେଇମାନ' ଶବ୍ଦ କାହାପାଇଁ ପ୍ରଯୁଜ୍ୟ ନବୀନ ବିଚାର କରନ୍ତୁ ।


User: ETVBHARAT

Views: 3

Uploaded: 2025-11-09

Duration: 04:35