ବାଲିଯାତ୍ରାରେ ଦୁଃସାହାସିକ ଜଳକ୍ରୀଡାର ମଜା ନେଲେ ଦର୍ଶକ, ମନ ଜିଣିଲା ଫ୍ଲାଏ ବୋଟ୍ ସୋ

ବାଲିଯାତ୍ରାରେ ଦୁଃସାହାସିକ ଜଳକ୍ରୀଡାର ମଜା ନେଲେ ଦର୍ଶକ, ମନ ଜିଣିଲା ଫ୍ଲାଏ ବୋଟ୍ ସୋ

ମହାନଦୀର ଗଡଗଡିଆ ଘାଟରେ ଜାତୀୟ ସ୍ତରୀୟ ମହାନଦୀ ବୋଟ୍ ରେସ୍ ଉଦ୍ଘାଟିତ ହୋଇଯାଇଛି । ଯୁବକଙ୍କ ଫ୍ଲାଏ ବୋଟ୍ ସୋ ସହିତ ଦୁଃସାହସିକ ଜଳକ୍ରୀଡା ଆୟୋଜିତ ହୋଇଛି ।


User: ETVBHARAT

Views: 2

Uploaded: 2025-11-11

Duration: 02:59