ହସ୍ପିଟାଲରୁ ଡିସଚାର୍ଜ ହେଲେ ଗୋବିନ୍ଦା, କହିଲେ 'କଠିନ ୱାର୍କ ଆଉଟ୍ ପାଇଁ...'

ହସ୍ପିଟାଲରୁ ଡିସଚାର୍ଜ ହେଲେ ଗୋବିନ୍ଦା, କହିଲେ 'କଠିନ ୱାର୍କ ଆଉଟ୍ ପାଇଁ...'

ଗୋବିନ୍ଦା ଚେତାଶୂନ୍ୟ ହୋଇଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ଡିସଚାର୍ଜ ହୋଇଛନ୍ତି । ଗୋବିନ୍ଦା କହିଛନ୍ତି ଯେ ସେ ଏବେ ସୁସ୍ଥ ଅଛନ୍ତି ।


User: ETVBHARAT

Views: 0

Uploaded: 2025-11-12

Duration: 01:29