କଳାହାଣ୍ଡିରେ ଶୀତର ସ୍ପର୍ଶ: ମନମୋହୁଛି ସୌନ୍ଦର୍ଯ୍ୟ, ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼

କଳାହାଣ୍ଡିରେ ଶୀତର ସ୍ପର୍ଶ: ମନମୋହୁଛି ସୌନ୍ଦର୍ଯ୍ୟ, ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼

କଳାହାଣ୍ଡିର ଘଞ୍ଚ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଛୋଟ ବଡ ଅନେକ ଜଳପ୍ରପାତ ରହିଛି । ଏଠାରେ ବଣଭୋଜିର ଆନନ୍ଦ ନେବାକୁ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼ ।


User: ETVBHARAT

Views: 16

Uploaded: 2025-11-13

Duration: 02:17