ବିନା ଗୁରୁରେ କେମିତି ବନିଲେ କଣ୍ଠଶିଳ୍ପୀ ? ସଂଘର୍ଷ କାହାଣୀ କହିଲେ ଏସ ଜିତୁ

ବିନା ଗୁରୁରେ କେମିତି ବନିଲେ କଣ୍ଠଶିଳ୍ପୀ ? ସଂଘର୍ଷ କାହାଣୀ କହିଲେ ଏସ ଜିତୁ

ଆସନ୍ତାକାଲି (ଶିଶୁ ଦିବସରେ) ରିଲିଜ ହେବ ଫିଲ୍ମ 'ସାର୍' । ଫିଲ୍ମର ଟାଇଟଲ ଟ୍ରାକ ଗାଇ ଏବେ ଚର୍ଚ୍ଚାରେ ଗାୟକ ଏସ ଜିତୁ। ନିଜ କ୍ୟାରିଅର ନେଇ ଇଟିଭି ଭାରତକୁ କହିଛନ୍ତି ମନର କଥା..


User: ETVBHARAT

Views: 1

Uploaded: 2025-11-14

Duration: 06:15