ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ; ଭେଣ୍ଟିଲେଟରରେ ଭର୍ତ୍ତି, ସରକାରଙ୍କୁ ସାହାଯ୍ୟ ମାଗିଲେ ମାଆ

ହ୍ୟୁମାନ ସାଗରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ; ଭେଣ୍ଟିଲେଟରରେ ଭର୍ତ୍ତି, ସରକାରଙ୍କୁ ସାହାଯ୍ୟ ମାଗିଲେ ମାଆ

ଭେଣ୍ଟିଲେଟରରେ ଭର୍ତ୍ତି ହ୍ୟୁମାନ ସାଗର । ୨୪ ଘଣ୍ଟାରେ ସ୍ୱାସ୍ଥ୍ୟବସ୍ଥାରେ ହୋଇନି ଉନ୍ନତି । ଓଡ଼ିଶାବାସୀ ଓ ସରକରାଙ୍କୁ ସାହାଯ୍ୟ ମାଗିଲେ ମାଆ ।


User: ETVBHARAT

Views: 11

Uploaded: 2025-11-15

Duration: 02:27