ନୂଆପଡ଼ା ବିଜୟ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଜୟ ଢୋଲକିଆ

ନୂଆପଡ଼ା ବିଜୟ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଜୟ ଢୋଲକିଆ

ନୂଆପଡ଼ା ଉପନିର୍ବାଚନରେ ବିଜୟ ମୁକୁଟ ପିନ୍ଧିଛନ୍ତି ଜୟ ଢୋଲକିଆ। କାମ କଲାନି ବିଜେଡିର ମହିଳା କାର୍ଡ। ଘାସିରାମଙ୍କୁ ପ୍ରାର୍ଥୀ କରି କଂଗ୍ରେସ ମଧ୍ୟ ନିରାଶ।


User: ETVBHARAT

Views: 1

Uploaded: 2025-11-15

Duration: 01:46