ସମ୍ବଲପୁରରେ ବୃଦ୍ଧି ପାଉଛି ହାତୀ ମଣିଷ ସଂଘର୍ଷ, ସ୍ଥାୟୀ ପ୍ରତିକାର ପାଇଁ ସରକାରଙ୍କ ନିକଟରେ ଦାବି

ସମ୍ବଲପୁରରେ ବୃଦ୍ଧି ପାଉଛି ହାତୀ ମଣିଷ ସଂଘର୍ଷ, ସ୍ଥାୟୀ ପ୍ରତିକାର ପାଇଁ ସରକାରଙ୍କ ନିକଟରେ ଦାବି

ସମ୍ବଲପୁର ଜିଲ୍ଲାରେ ଗତ 5 ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ 43 ଜଣଙ୍କ ମୃତ୍ୟୁ ହୋଇଥୁବା ବେଳେ 2020ରୁ ଆଜି ପର୍ଯ୍ୟନ୍ତ 38ଟି ହାତୀଙ୍କର ମୃତ୍ୟୁ ହୋଇଛି।


User: ETVBHARAT

Views: 9

Uploaded: 2025-11-16

Duration: 02:42