ଜଗତସିଂହପୁରରେ ପୋଲିସ ଚଢ଼ାଉ, 2 ବାଂଲାଦେଶୀ ଗିରଫ, ମାରଣାସ୍ତ୍ର ଜବତ

ଜଗତସିଂହପୁରରେ ପୋଲିସ ଚଢ଼ାଉ, 2 ବାଂଲାଦେଶୀ ଗିରଫ, ମାରଣାସ୍ତ୍ର ଜବତ

ଜଗତସିଂହପୁର ବେହେରାମପୁରରେ ଜଣେ ବାଂଲାଦେଶୀ ମହିଳା ସମେତ 2 ଜଣଙ୍କୁ ଗିରଫ କରିଛି ପୋଲିସ । ଆଡିସନାଲ ଏସପିଙ୍କ ସମେତ ଜଣେ ମହିଳା କନେଷ୍ଟବଳ ଆହତ ହୋଇଛନ୍ତି ।


User: ETVBHARAT

Views: 6

Uploaded: 2025-11-17

Duration: 02:27