TPCODL ମନମୁଖୀ କାମକୁ ବିରୋଧ, ଆଜି 12 ଘଣ୍ଟିଆ ଢେଙ୍କାନାଳ ବନ୍ଦ

TPCODL ମନମୁଖୀ କାମକୁ ବିରୋଧ, ଆଜି 12 ଘଣ୍ଟିଆ ଢେଙ୍କାନାଳ ବନ୍ଦ

ବିଦ୍ୟୁତ ସ୍ମାର୍ଟ ମିଟରକୁ ବିରୋଧ କରି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବନ୍ଦ । ସକାଳ 6ରୁ ସନ୍ଧ୍ୟା 6 ଯାଏ ବନ୍ଦ ପାଳନ ।


User: ETVBHARAT

Views: 1

Uploaded: 2025-11-17

Duration: 02:12