'ମୋ ପୁଅକୁ ମାରି ଦିଆଯାଇଛି', ହ୍ୟୁମାନଙ୍କ ମୃତ୍ୟୁ ପରେ ଏମିତି କାହିଁକି କହିଲେ ମାଆ ?

'ମୋ ପୁଅକୁ ମାରି ଦିଆଯାଇଛି', ହ୍ୟୁମାନଙ୍କ ମୃତ୍ୟୁ ପରେ ଏମିତି କାହିଁକି କହିଲେ ମାଆ ?

ହ୍ୟୁମାନ ସାଗରଙ୍କ ଦେହାନ୍ତ ପରେ ତେଜିଛି ବୟାନବାଜି । ପରିବାର ଲୋକେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ, ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ମ୍ୟାନେଜର ।


User: ETVBHARAT

Views: 9

Uploaded: 2025-11-18

Duration: 04:44