ବନ ବିଭାଗର ଅବହେଳା; ପୁରୀ ସମୁଦ୍ରରେ ହେଉନି ପେଟ୍ରୋଲିଂ, ବିପଦରେ ବିରଳ ଅଲିଭ ରିଡ଼ଲେ କଇଁଛ

ବନ ବିଭାଗର ଅବହେଳା; ପୁରୀ ସମୁଦ୍ରରେ ହେଉନି ପେଟ୍ରୋଲିଂ, ବିପଦରେ ବିରଳ ଅଲିଭ ରିଡ଼ଲେ କଇଁଛ

ପୁରୀ ସମୁଦ୍ର ନିଷିଦ୍ଧାଞ୍ଚଳରେ ବୁଲୁଛି ମାଳ ମାଳ ମାଛଧରା ଟ୍ରଲର । ବିପଦରେ ବିରଳ ଅଲିଭ ରିଡ଼ଲେ କଇଁଛ । ବନ ବିଭାଗରକୁ କଡା ସମାଲୋଚନା କଲେ ପରିବେଶବିତ୍ ।


User: ETVBHARAT

Views: 5

Uploaded: 2025-11-18

Duration: 03:42