ଉଚ୍ଚଶିକ୍ଷିତ ଯୁବବର୍ଗଙ୍କ ଷ୍ଟାର୍ଟଅପ: ହାତ ପାହାନ୍ତାରେ ସୁସ୍ବାଦୁ ଖାଦ୍ୟ, ଚର୍ଚ୍ଚାରେ FOODK

ଉଚ୍ଚଶିକ୍ଷିତ ଯୁବବର୍ଗଙ୍କ ଷ୍ଟାର୍ଟଅପ: ହାତ ପାହାନ୍ତାରେ ସୁସ୍ବାଦୁ ଖାଦ୍ୟ, ଚର୍ଚ୍ଚାରେ FOODK

ବ୍ରହ୍ମପୁର ଖାଦ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ 8 ଯୁବକଯୁବତୀ ମିଶି ତିଆରି କରିଛନ୍ତି ସ୍ବଦେଶୀ ଆପ୍‌ ଫୁଡକେ । ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଦେବା ଲକ୍ଷ୍ୟ ।


User: ETVBHARAT

Views: 175

Uploaded: 2025-11-18

Duration: 03:32