‘ଅପରେସନ ନେତ୍ର’କୁ ବଡ଼ ସଫଳତା, ଗିରଫ ହେଲେ 12 ସାଇବର ଠକ

‘ଅପରେସନ ନେତ୍ର’କୁ ବଡ଼ ସଫଳତା, ଗିରଫ ହେଲେ 12 ସାଇବର ଠକ

ପଶ୍ଚିମ ଓଡିଶାରୁ ୧୨ ଜଣିଆ ସାଇବର ଠକେଇ ଗ୍ୟାଙ୍ଗ ଗିରଫ । ପାସବୁକ, ଏଟିଏମ୍, ମୋବାଇଲ ଓ କାର ସହିତ ଅନ୍ୟାନ୍ୟ ଠକେଇ ସାମଗ୍ରୀ ଜବତ ।


User: ETVBHARAT

Views: 1

Uploaded: 2025-11-18

Duration: 03:09