ପୁରୀ ଜିଲ୍ଲା ତଟ ସୁରକ୍ଷା ପ୍ରସଙ୍ଗ, ମେରାଇନ ପୋଲିସ ପକ୍ଷରୁ କମ୍ୟୁନିଟି ପୋଲିସ କାର୍ଯ୍ୟକ୍ରମ

ପୁରୀ ଜିଲ୍ଲା ତଟ ସୁରକ୍ଷା ପ୍ରସଙ୍ଗ, ମେରାଇନ ପୋଲିସ ପକ୍ଷରୁ କମ୍ୟୁନିଟି ପୋଲିସ କାର୍ଯ୍ୟକ୍ରମ

ସନ୍ଧିଗ୍ଧ ବ୍ୟକ୍ତିଙ୍କ ସୂଚନା ପାଇଲେ ପୋଲିସକୁ ତୁରନ୍ତ ଦେବାକୁ ପୋଲିସ ପକ୍ଷରୁ ସଚେତନତା। ପୁରୀ ଜିଲ୍ଲାର ତଟ ସୁରକ୍ଷା ନେଇ ମେରାଇନ ପୋଲିସ ପକ୍ଷରୁ କମ୍ୟୁନିଟି ପୋଲିସ୍ କାର୍ଯ୍ୟକ୍ରମ।


User: ETVBHARAT

Views: 1

Uploaded: 2025-11-22

Duration: 03:38