ସାବାଡ ହେବେ ମାଫିଆ; ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି: ଖଣିମନ୍ତ୍ରୀ

ସାବାଡ ହେବେ ମାଫିଆ; ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି: ଖଣିମନ୍ତ୍ରୀ

ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଲଘୁ ଖଣି ଏବେ ନିଲାମ ନୁହେଁ ଲଟେରି ହେବ ବୋଲି ସରକାର କହିଥିଲେ ।


User: ETVBHARAT

Views: 1

Uploaded: 2025-11-22

Duration: 04:49