ଅଲୋଡ଼ା ଅଲିମ୍ପିଆନ ସରିତା ରାଉତରାୟ, ବସ୍ତିରେ ବିତୁଛି ଗୋଲ୍ଡ ମେଡାଲିଷ୍ଟଙ୍କ ଜୀବନ

ଅଲୋଡ଼ା ଅଲିମ୍ପିଆନ ସରିତା ରାଉତରାୟ, ବସ୍ତିରେ ବିତୁଛି ଗୋଲ୍ଡ ମେଡାଲିଷ୍ଟଙ୍କ ଜୀବନ

ସ୍ପେଶାଲ ଅଲିମ୍ପିକ୍ସରେ ଗୋଲ୍ଡ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ ସରିତା ରାଉତରାୟ । ତେବେ ଗରିବୀ ଏବଂ ଅଭାବ ଭିତରେ ଭୁବନେଶ୍ବର ସାଲିଆ ସାହିରେ କଟୁଛି 32 ବର୍ଷୀୟା ଆଥଲେଟଙ୍କ ଜୀବନ ।


User: ETVBHARAT

Views: 1

Uploaded: 2025-11-24

Duration: 03:29