ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ଓଡ଼ିଶା ଗବେଷଣା ସମ୍ମିଳନୀ ୨୦୨୫, ଯୋଗ ଦେବେ ୬୫୭ ଗବେଷକ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ଓଡ଼ିଶା ଗବେଷଣା ସମ୍ମିଳନୀ ୨୦୨୫, ଯୋଗ ଦେବେ ୬୫୭ ଗବେଷକ

ଆସନ୍ତା ୨୭ ତାରିଖରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ଓଡ଼ିଶା ଗବେଷଣା ସମ୍ମିଳନୀ ୨୦୨୫। ସମ୍ମିଳନୀରେ ଯୋଗ ଦେବେ ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରୁ ୬୫୭ ଜଣ ଗବେଷକ।


User: ETVBHARAT

Views: 5

Uploaded: 2025-11-24

Duration: 01:55