ମହିଳା ସୁରକ୍ଷାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି-କଂଗ୍ରେସ:କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚିନ୍ତାଜନକ

ମହିଳା ସୁରକ୍ଷାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି-କଂଗ୍ରେସ:କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚିନ୍ତାଜନକ

ନବୀନ ପଟ୍ଟନାୟକ ଟୁଇଟ କରି ବାଘମାରିରେ ଜଣେ ନାବାଳିକାକୁ ଅପହରଣ ଏବଂ ଗଣ ଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟ ବିଦାରକ ବୋଲି କହିଲେ ।


User: ETVBHARAT

Views: 2

Uploaded: 2025-11-25

Duration: 03:42