ଦିନକ ପରେ ଆସିବେ ରାଷ୍ଟ୍ରପତି, 4 ସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ

ଦିନକ ପରେ ଆସିବେ ରାଷ୍ଟ୍ରପତି, 4 ସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ

ନଭେମ୍ବର 27ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଧାନସଭା ଶୀତକାଳୀନ ଅଧିବେଶନରେ କରିବେ ସମ୍ବୋଧନ । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ।


User: ETVBHARAT

Views: 7

Uploaded: 2025-11-25

Duration: 01:21