ଆଠ ଦଫା ଦାବି ନେଇ ଦୁଇ ଆୟୁଷ ଭେଷଜ ମହାବିଦ୍ୟାଳୟରେ ତାଲା ପକାଇଲେ ବିଦ୍ୟାର୍ଥୀ

ଆଠ ଦଫା ଦାବି ନେଇ ଦୁଇ ଆୟୁଷ ଭେଷଜ ମହାବିଦ୍ୟାଳୟରେ ତାଲା ପକାଇଲେ ବିଦ୍ୟାର୍ଥୀ

ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନର ଡାକରାରେ ବ୍ରହ୍ମପୁର ସହରର ଦୁଇ ଆୟୁଷ ଭେଷଜ ମହାବିଦ୍ୟାଳୟରେ ତାଲା ପକାଇଛନ୍ତି ବିଦ୍ୟାର୍ଥୀ।


User: ETVBHARAT

Views: 56

Uploaded: 2025-11-25

Duration: 04:30