ପରିଚୟ ହରାଉଛି ଗାଁ ପୋଖରୀ; ଦିନେ ଜଳ ଯୋଗାଣର ମୁଖ୍ୟ ସାଧନ ଥିଲା, ଆଜି ଆବର୍ଜ୍ଜନାମୟ

ପରିଚୟ ହରାଉଛି ଗାଁ ପୋଖରୀ; ଦିନେ ଜଳ ଯୋଗାଣର ମୁଖ୍ୟ ସାଧନ ଥିଲା, ଆଜି ଆବର୍ଜ୍ଜନାମୟ

ପାଣିରେ ଦଳ ଓ ଅଳିଆ ଆବର୍ଜନା ଭର୍ତ୍ତି  ହୋଇପଡିଛି । ଦଳ ପଚି ସେଥିରୁ ଦୁର୍ଗନ୍ଧ ବାହାରୁଛି । ପୁଷ୍କରିଣୀ ପାଣି ବ୍ୟବହାର କଲେ ବିଭିନ୍ନ ରୋଗ ଦେଖାଦେଉଛି ।


User: ETVBHARAT

Views: 3

Uploaded: 2025-11-28

Duration: 03:50