ଭୁବନେଶ୍ୱର କେଭି-୩ ନିକଟରେ ବୋମାମାଡ଼; ଭୟଭୀତ ଛାତ୍ରଛାତ୍ରୀ ଓ ଅଭିଭାବକ

ଭୁବନେଶ୍ୱର କେଭି-୩ ନିକଟରେ ବୋମାମାଡ଼; ଭୟଭୀତ ଛାତ୍ରଛାତ୍ରୀ ଓ ଅଭିଭାବକ

ଶୁକ୍ରବାର ସକାଳ 8ଟା ବେଳେ ଗାଡ଼କଣାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ-୩ର 3 ନମ୍ବର ଗେଟ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବୋମାମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ବାତାବରଣ ଦେଖା ଦେଇଛି ।


User: ETVBHARAT

Views: 6

Uploaded: 2025-11-28

Duration: 04:40