OSWASରେ କରୁନଥିଲେ କାମ, ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

OSWASରେ କରୁନଥିଲେ କାମ, ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ

ଓସ୍‌ୱାସ୍‌ରେ କାମ ନ କରିବାରୁ ଦରମା ବନ୍ଦ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ । ସରକାରୀ ନିର୍ଦ୍ଦେଶନାମାର 3 ମାସ ପରେ ବି କାମ କରୁ ନଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ।


User: ETVBHARAT

Views: 4

Uploaded: 2025-11-28

Duration: 01:32