ସ୍ବଚ୍ଛତାର ଉଦାହରଣ ଢ଼ର୍ରୋକୁସମ୍‌, ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ଗାଁର ପରିଚ୍ଛନତା ସହ ହୋମ-ଷ୍ଟେ ବ୍ୟବସ୍ଥା

ସ୍ବଚ୍ଛତାର ଉଦାହରଣ ଢ଼ର୍ରୋକୁସମ୍‌, ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ଗାଁର ପରିଚ୍ଛନତା ସହ ହୋମ-ଷ୍ଟେ ବ୍ୟବସ୍ଥା

ଆଦର୍ଶ ଆଦିବାସୀ ଗାଁ ଢ଼ର୍ରୋକୁସମ୍‌ । ସ୍ବଚ୍ଛତାରେ ସହରକୁ ପଛରେ ପକାଇ ଦେବ ଗାଁ । ଚାରିଆଡ଼ ସଫାସୁତ ସହ ଚକ୍‌ଚକ୍‌ କରୁଛି ।


User: ETVBHARAT

Views: 22

Uploaded: 2025-12-01

Duration: 04:04