ଅନ୍ୱେଷ ଯୋଜନା ଅନିଶ୍ଚିତତା; ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଷଡଯନ୍ତ୍ର !

ଅନ୍ୱେଷ ଯୋଜନା ଅନିଶ୍ଚିତତା; ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ଷଡଯନ୍ତ୍ର !

ଅନ୍ୱେଷ ଯୋଜନାରେ ଏଯାଏଁ ଆଡମିଶନ ହୋଇନି କି ପୋର୍ଟାଲ ଖୋଲୁନି । ଆଦିବାସୀ ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ସରକାରୀ ଷଡଯନ୍ତ୍ରର ପ୍ରତିଫଳନ କହିଲେ ବିରୋଧୀ । ଜବାବ ରଖିଲା ବିଜେପି ।


User: ETVBHARAT

Views: 1

Uploaded: 2025-12-03

Duration: 07:08