EXPLAINER: କେବେ ବଦଳିବ ଚାଷୀର ଭାଗ୍ୟ ? ସରକାରଙ୍କ ପାଖରେ କେବେ ହେବ ଧାନ କ୍ରୟ ପାଇଁ ଭିତ୍ତିଭୂମି ?

EXPLAINER: କେବେ ବଦଳିବ ଚାଷୀର ଭାଗ୍ୟ ? ସରକାରଙ୍କ ପାଖରେ କେବେ ହେବ ଧାନ କ୍ରୟ ପାଇଁ ଭିତ୍ତିଭୂମି ?

ପ୍ରତ୍ୟେକ ବର୍ଷ ଧାନ ସଂଗ୍ରହ ସମୟ ଆସିଲେ, ଚାଷୀମାନେ ମାନସିକ ଓ ଆର୍ଥିକ ସ୍ତରରେ ହଇରାଣ ହେଉଛନ୍ତି l ଫଳରେ ଧାର୍ଯ୍ୟ ମୂଲ୍ୟଠାରୁ କମ୍ ରେଟରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ l


User: ETVBHARAT

Views: 5

Uploaded: 2025-12-04

Duration: 03:35