ଗୋଟେ ପରେ ଗୋଟେ ପରୀକ୍ଷା ବାତିଲ: ପ୍ରଶ୍ନ ଉଠେଇଲେ ନବୀନ, ସରକାରଙ୍କୁ ଘେରିଲେ ବିରୋଧୀ

ଗୋଟେ ପରେ ଗୋଟେ ପରୀକ୍ଷା ବାତିଲ: ପ୍ରଶ୍ନ ଉଠେଇଲେ ନବୀନ, ସରକାରଙ୍କୁ ଘେରିଲେ ବିରୋଧୀ

ବିଜେପି ସରକାର ଆସିବାର 18 ମାସ ମଧ୍ୟରେ 18ଟି ବିଭିନ୍ନ ପରୀକ୍ଷା ବାତିଲ ହୋଇଛି । ଏହାକୁ ନେଇ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।


User: ETVBHARAT

Views: 1

Uploaded: 2025-12-06

Duration: 02:56