ଆଘାତ ପରେ ସଟଲ କୁଇନ ତନଭିଙ୍କ କମ୍ ବ୍ୟାକ, ବ୍ୟାଡମିଣ୍ଟନରେ ଡବଲ ଟାଇଟଲ୍

ଆଘାତ ପରେ ସଟଲ କୁଇନ ତନଭିଙ୍କ କମ୍ ବ୍ୟାକ, ବ୍ୟାଡମିଣ୍ଟନରେ ଡବଲ ଟାଇଟଲ୍

ଆଘାତ ପରେ ସୁପର ସୋ ସହ କମ୍ ବ୍ୟାକ ଓଡ଼ିଆ ମହିଳା ସଟଲର୍ ତନଭି ପତ୍ରି । 37 ତମ ଜାତୀୟ ସବ୍ ଜୁନିଅର ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଦୁଇଟି ବର୍ଗରେ ଚାମ୍ପିଅନ ।


User: ETVBHARAT

Views: 1

Uploaded: 2025-12-08

Duration: 00:29