ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ପରେ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ନନ୍ଦ ମାଷ୍ଟରଙ୍କ ଚାଟଶାଳୀ', ଏହି ଦିନ ରିଲିଜ

ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ପରେ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ନନ୍ଦ ମାଷ୍ଟରଙ୍କ ଚାଟଶାଳୀ', ଏହି ଦିନ ରିଲିଜ

ପରଦାକୁ ଆସୁଛି ପଦ୍ମଶ୍ରୀ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ନନ୍ଦ ମାଷ୍ଟରଙ୍କ ଚାଟଶାଳୀ । ଶିକ୍ଷା ପାଇଁ ଉତ୍ସଗୀକୃତ ଶିକ୍ଷକଙ୍କ ଚାଟଶାଳୀ ପରମ୍ପରାର କାହାଣୀ ଦେଖିବେ ଦର୍ଶକ ।


User: ETVBHARAT

Views: 11

Uploaded: 2025-12-08

Duration: 01:00