କାଲି ବାରବାଟୀରେ ଖେଳିବେ ଗିଲ-ହାର୍ଦ୍ଦିକ ! ଟିମ୍ କମ୍ବିନେସନ୍ ଓ ପିଚ୍‌କୁ ନେଇ ଏମିତି କହିଲେ SKY

କାଲି ବାରବାଟୀରେ ଖେଳିବେ ଗିଲ-ହାର୍ଦ୍ଦିକ ! ଟିମ୍ କମ୍ବିନେସନ୍ ଓ ପିଚ୍‌କୁ ନେଇ ଏମିତି କହିଲେ SKY

୨୦୨୪ ଟି-୨୦ ବିଶ୍ବକପ ପରେ ହିଁ ଆମେ ଆସନ୍ତା ବିଶ୍ବକପ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛୁ । ଟିମରେ ଆଗକୁ ବିଶେଷ କିଛି ପରିବର୍ତ୍ତନ ହେବାର ନାହିଁ କହିଲେ ସୂର୍ଯ୍ୟ ।


User: ETVBHARAT

Views: 3

Uploaded: 2025-12-08

Duration: 06:52