ମାନସିକ ପାଇଁ ମନ୍ଦିରର ନିଆରା ପରମ୍ପରା; ଶ୍ରଦ୍ଧାଳୁ ବାନ୍ଧିଥାନ୍ତି ପଘା, ଲାଗିଥାଏ ଦେଶୀ ମଦର ଭୋଗ

ମାନସିକ ପାଇଁ ମନ୍ଦିରର ନିଆରା ପରମ୍ପରା; ଶ୍ରଦ୍ଧାଳୁ ବାନ୍ଧିଥାନ୍ତି ପଘା, ଲାଗିଥାଏ ଦେଶୀ ମଦର ଭୋଗ

ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକର ବଣ ଜଙ୍ଗଲ ଘେରା ଟାମ୍ପରଗଡ଼ ଗାଁର ମା' ଦକ୍ଷିଣ କାଳୀଙ୍କ ମନ୍ଦିର l ଏଠାରେ ପଘା ବାନ୍ଧିଲେ ମାନସିକ ପୂରଣ ହୋଇଥାଏ ବୋଲି ରହିଛି ବିଶ୍ୱାସ l


User: ETVBHARAT

Views: 4

Uploaded: 2025-12-09

Duration: 03:25