ନୂଆବର୍ଷ ପାଇଁ ପୁରୀରେ ହୋଟେଲ ବୁକିଂ; ସାଇବର ଠକେଇ ଉପରେ ନଜର

ନୂଆବର୍ଷ ପାଇଁ ପୁରୀରେ ହୋଟେଲ ବୁକିଂ; ସାଇବର ଠକେଇ ଉପରେ ନଜର

ପାଖେଇ ଆସୁଛି ନୂଆବର୍ଷ । ଜିରୋ ନାଇଟ୍ ସେଲିବ୍ରେଶନ ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଓ ଉତ୍ସାହ । ପୁରୀରେ ସବୁ ହୋଟେଲରେ ୯୦ ପ୍ରତିଶତ ରୁମ ବୁକିଂ ଶେଷ ।


User: ETVBHARAT

Views: 7

Uploaded: 2025-12-10

Duration: 03:12