ଢେଙ୍କାନାଳ ତହସିଲଦାରଙ୍କ ସରକାରୀ ଗାଡ଼ି, ଅଫିସ, ଆସବାବପତ୍ର ସିଲ୍ ମାମଲା; ଜମିହରାଙ୍କୁ ମିଳିଲା କ୍ଷତିପୂରଣ

ଢେଙ୍କାନାଳ ତହସିଲଦାରଙ୍କ ସରକାରୀ ଗାଡ଼ି, ଅଫିସ, ଆସବାବପତ୍ର ସିଲ୍ ମାମଲା; ଜମିହରାଙ୍କୁ ମିଳିଲା କ୍ଷତିପୂରଣ

ଜମିହରାଙ୍କୁ ବକେୟା କ୍ଷତିପୂରଣ ୧୨ଲକ୍ଷ ୧୫ହଜାର ୭୦୪ଟଙ୍କା ପ୍ରଦାନ କରାଯିବା ପରେ ଗାଡି ଓ ତହସିଲଦାରଙ୍କ କାର୍ଯ୍ୟାଳୟରୁ ଖୋଲାଗଲା ସିଲ୍।


User: ETVBHARAT

Views: 2

Uploaded: 2025-12-11

Duration: 01:24