ସମ୍ବଲପୁର ପିଏଚଡିର ଗୁରୁତର ଅବହେଳା; ପାଇପ ଫାଟି ଜଳମଗ୍ନ ହେଲା ଚାଷୀଙ୍କ 700 ବସ୍ତା ଧାନ

ସମ୍ବଲପୁର ପିଏଚଡିର ଗୁରୁତର ଅବହେଳା; ପାଇପ ଫାଟି ଜଳମଗ୍ନ ହେଲା ଚାଷୀଙ୍କ 700 ବସ୍ତା ଧାନ

ଭତରା ଅଞ୍ଚଳର ପିଏଚଡିର ପାଣି ପାଇପ ଫାଟିଯିବାରୁ ଖଳାରେ ଥିବା ପ୍ରାୟ 700 ଶହ ବସ୍ତା ଧାନ ଭିଜି ଯାଇଛି l ସମ୍ପୂର୍ଣ୍ଣ କ୍ଷତି ପୂରଣ ଦାବୀ କଲେ କ୍ଷତିଗ୍ରସ୍ତ ଚାଷୀ।


User: ETVBHARAT

Views: 0

Uploaded: 2025-12-11

Duration: 02:51