ଠକି ଦେଲା ଶିକ୍ଷା ବିଭାଗ; ସ୍କୁଲ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିଲେ ଛାତ୍ରଛାତ୍ରୀ-ଅଭିଭାବକ

ଠକି ଦେଲା ଶିକ୍ଷା ବିଭାଗ; ସ୍କୁଲ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିଲେ ଛାତ୍ରଛାତ୍ରୀ-ଅଭିଭାବକ

ବିଭାଗୀୟ ଅଧିକାରୀ ଶିକ୍ଷକ ଦେବେ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଠକି ଦେଇଛନ୍ତି । ଏଥର ଦାବି ପୂରଣ ନ ହେଲେ ଉଠିବେ ନାହିଁ ବୋଲି ଜିଦରେ ଅଡି ବସିଛନ୍ତି ଛାତ୍ରଛାତ୍ରୀ-ଅଭିଭାବକ ।


User: ETVBHARAT

Views: 2

Uploaded: 2025-12-12

Duration: 01:27