କେନ୍ଦ୍ରାପଡାରେ ଲୋକାର୍ପିତ ହେଲା ବହୁ ଅପେକ୍ଷିତ ଶୀତଳ ଭଣ୍ଡାର; ସାଂସଦ କହିଲେ, 'ଏଇଠୁ ଆରମ୍ଭ ହେଲା ଚାଷୀଙ୍କ ସ୍ୱପ୍ନ'

କେନ୍ଦ୍ରାପଡାରେ ଲୋକାର୍ପିତ ହେଲା ବହୁ ଅପେକ୍ଷିତ ଶୀତଳ ଭଣ୍ଡାର; ସାଂସଦ କହିଲେ, 'ଏଇଠୁ ଆରମ୍ଭ ହେଲା ଚାଷୀଙ୍କ ସ୍ୱପ୍ନ'

ନିର୍ମାଣର ଦୁଇବର୍ଷ ପରେ ଚାଷୀଭାଇ ମାନଙ୍କ ପାଇଁ ଉତ୍ସର୍ଗ ହେଲା ଶୀତଳ ଭଣ୍ଡାର। ୯ଟି ବ୍ଲକ ଓ ଦୁଇଟି ମ୍ୟୁନିସିପାଲିଟିରେ ଚାଷକୁ ଭରସା କରି ବଞ୍ଚୁଥିବା ଚାଷୀମାନେ ଏହା ଦ୍ୱାରା ଉପକୃତ ହେବେ ।


User: ETVBHARAT

Views: 0

Uploaded: 2025-12-15

Duration: 05:43