'ପିସିସି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ପଦରେ ନଜର, ରାହୁଲଙ୍କ ବୟସ ଏବଂ କାର୍ଯ୍ୟକ୍ରମ ପ୍ରଶ୍ନବାଚୀ ସୃଷ୍ଟି କରୁଛି'

'ପିସିସି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ପଦରେ ନଜର, ରାହୁଲଙ୍କ ବୟସ ଏବଂ କାର୍ଯ୍ୟକ୍ରମ ପ୍ରଶ୍ନବାଚୀ ସୃଷ୍ଟି କରୁଛି'

କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ମହମ୍ମଦ ମୋକିମ । ସୋନିଆ ଗାନ୍ଧିଙ୍କୁ ଅସନ୍ତୋଷ ଭରା ଚିଠି ଲେଖିଥିଲେ । ଭକ୍ତ ଦାସଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ।


User: ETVBHARAT

Views: 13

Uploaded: 2025-12-15

Duration: 15:58